by Naresh Kumar Behera ✓ · 6 Nov 2018
ଶାନ୍ତିରେ ଯେ ଶୋଇଥିଲି ମୁଁ ମାତାଙ୍କ ଗରଭେ; ଏ ଧରାରେ ପାଦ ଦେବାକ୍ଷଣି, ଲେଖି ଦେଲ ପୁଣି ତୁମେ ଦୟା, କ୍ଷମା, ଲୋଭ, ମାୟାର ଦୀର୍ଘ ଏକ ଜୀବନ |
Loading comments…
Loading comments…