by Sunanda Mohanty ✓ · 14 Nov 2021
ରାମରାଜ୍ୟର ଔଜ୍ଜଲ୍ୟ ଦିଶୁଥିବେ ଯେତେ ଦିନ ରାବଣ ସମାଜରେ ବଞ୍ଚି ରହିବେ ସ୍ରଷ୍ଟାଙ୍କ ମିଶାଣ ଫେଡ଼ାଣ ଜଣାଯିବ ମଣିଷ ଆସୁରିକତା ତ୍ୟାଗ ହିଁ କରିବ ରାବଣ ପରି ନା ରାମଙ୍କ ପରି ଭାବୁଥିବେ
Loading comments…
Loading comments…