by Hasyamayee Raj ✓ · 18 Jun 2019
ଆଜି ଗାଁ ପାଳୁଛି ଜନ୍ମଦିନ ମନ୍ଦିର ବି ଯାଉଛି, ଦୀପ ବି ଜାଳୁଛି ପରମ୍ପରା ଏକଦମ୍ ଅସ୍ତିତ୍ବ ହରେଇନି କ୍ଷୀରି ପିଠା ବଦଳରେ କେକ୍ ମହମବତୀର ଆସର ଜମୁଛି ।
Loading comments…
Loading comments…