by Prafulla Chandra Mishra ✓ · 10 Jul 2021
ତା ଗରଭେ ପଶି ବେଳେ ବେଳେ ମୁଁ ତ ମାଛ ମାରେ ତଥାପି ସେ ମୋତେ ମନା କରିନାହିଁ ବେଳେ କାଳେ ସେ ମୋତେ ନିଜର କରିନେଇ ଅଛି ତା’ର ଅଫୁରନ୍ତ ସ୍ନେହ ଛଳେ ଅଭୁଲା ସେ ମୋର ହୃଦୟରେ ଗାର ଟାଣି ଅଛି ତେଣୁ ଭଲପାଏ ।।
Loading comments…
Loading comments…