by ବି. ନିରୁପମା ✓ · 30 Dec 2020
କହିଥିଲି ତୁମ କଠଉକୁ ରଖି ସିଂହାସନ ପରେ, ପାଳିବି ରାଜ୍ୟ, ଚଉଦ ବର୍ଷରୁ ଦିନେ ବେଶୀ ହେଲେ ପ୍ରାଣତ୍ୟାଗ ମୁହିଁ କରିବି ଧାର୍ଯ୍ୟ । ଶୁଣିଥିଲି ହନୁମାନଙ୍କ ନିକଟୁ ଯାଉଥିଲେ ଯେବେ ଔଷଧି ନେଇ, ସୀତାଙ୍କ ହରଣ କରିଛି ରାବଣ ଲଢୁଛନ୍ତି ଭାଇ
Loading comments…
Loading comments…