by Seetaram Dash ✓ · 8 Jul 2019
ଯୁଗେ ଯୁଗେ ନାରୀ ପ୍ରତି ଏ କି ବର୍ବରତା ପାଷାଣି ଅହଲ୍ୟା ଆଉ ଅସହାୟ ସୀତା ପରମ ତପସ୍ୱୀ ଆଉ ପତିବ୍ରତା ବିନା ଦୋଷେ ହୋଇଥିଲେ ମର୍ତ୍ତ୍ୟରେ ନିନ୍ଦିତା।
Loading comments…
Loading comments…