by Sanjya Tripathy ✓ · 7 Jul 2021
ସ୍ଵର୍ଗଦ୍ଵାରର ଆରୋହଣ ଓ ଅବରୋହଣରେ ମଣିଷ- ମୁଁ ତ୍ଵର ପରିଚୟ ସ୍ଵପ୍ନିଳ ମେଘର ଅନ୍ୟତ୍ର ନୀଳିମାରେ ହଜିଯାଏ ମୋ ଓ ତୋ ଭିତରର ସମସ୍ତ ସମ୍ପର୍କ କରୋନା କଣ ଏ ସମ୍ପର୍କକୁ କବଳି କଳୁଷିତ କରିପାରେ ?
Loading comments…
Loading comments…