by Barsha Swain ✓ · 26 Jan 2022
କିଛି ନୂଆ ଅନୁଭୂତି ଓ ଉନ୍ମାଦନା ମେଘୁଆ ଆକାଶର ଇସାରା ଭରି ରହିଥିଲା ଶୂନ୍ୟରେ ଆକାଶ ବକ୍ଷେ ହେଳେ ଅପେକ୍ଷା ନକରି ଝରିପଡିଲା ବୁନ୍ଦା, ଲୁହ ଅବା ଲୌହୁର ଓଦାକରିଦେଇଗଲା ଧରଣୀକୁ।
Loading comments…
Comments
Loading comments…