by Parshuram Biswal ✓ · 13 Aug 2017
ଏ ସଂସାର ଚିର, ନୁହେଁ କେ’ କାହାର ପୁତ୍ର, ଭାର୍ଯ୍ୟା, ବନ୍ଧୁ, ଭାଇ ଏଇ ଧନ ଖୋଜି ଅଶାନ୍ତିରେ ଦିନ ବିତୁଅଛି, ଶାନ୍ତି ନାହିଁ ତୋ ପାଦେ ଗୁହାରି, ଯୋଗୀଟିଏ କରି ବୁଡ଼େଇଦେ’ ମୋ ବେପାର ।
Loading comments…
Loading comments…