by Parshuram Biswal ✓ · 9 Aug 2017
ତୋ ପାଦେ ଗୁହାରି ହେ ଗିରିଧାରୀ ଛଡ଼େଇଦେ’ ରାଗ ରୁଷା କାହାର କି କ୍ଷତି କରିବ ସେ ଅବା, ବୁଡ଼େଇ ଦେଲାଣି ହଂସା ଏଇ କ୍ରୋଧ ପାଇଁ ବିବେକ ଶୂନ୍ୟ ମୁଁ ଉଚ୍ଛନ୍ନ ମୋ ପରିବାର ।
Loading comments…
Loading comments…