by BANITA SAHU ✓ · 17 Jun 2019
ଏଇ ମୋର ଗାଁ ଭାରିସୁନ୍ଦର ନଥାଏ ଏଠି ଆପଣାପର l ସଭିଁଏ ଏଠି ଏକ ପରିବାର ଜଣଙ୍କ ଦୁଃଖରେ ଗାଁ ଏକାକାର l ମିଳିଥାଉ ଏଗାଁକୁ ସୁଖସମ୍ମାନ ବଢିଯାଉ ମୋ ଜ୍ଞାନ ସ୍ବାଭିମାନ l
Loading comments…
Comments
Loading comments…