by Amit Bal ✓ · 5 Feb 2021
ରବିବାସରୀୟ ସକାଳର ଆହ୍ଲାଦକୁ ମୁଁ ଆଜି ବି ଝୁରେ ଭଙ୍ଗା ମାଟି ଖେଳନାରେ,ତାଲା ବନ୍ଦ ସେ ପୁରୁଣା ଘରେ, ଏବେ ଖରା ନାହିଁ,ଅଛି ମାଟିରୁ ଆକାଶ ଯାଏ ଲମ୍ବା ଛାଇ ବେହିସାବ ସମୟ ମୋ ପାଶେ,ହେଲେ ଖେଳନା କାହିଁ
Loading comments…
Comments
Loading comments…