by Jyotiranjan Acharya ✓ · 30 Jul 2019
ଏମିତି ଏକ ହସ ତୁହି ଏକା ହସି ପାରୁ କାରଣ ତୋ ପାକୁଆ ପାଟିରେ ଦାନ୍ତ ନାହିଁ। ଆମର ତ ଦୁଇ ଧାଡ଼ି ଦାନ୍ତ ସବୁ ବେଳେ କାମୁଡ଼ିବାକୁ ରେଡି କାମୁଡି ଗୋଡାଉଥିବା ଲୋକ କ'ଣ କେବେ ହସି ପାରେ?
Loading comments…
Loading comments…