by Susil Pani ✓ · 7 Aug 2017
ଜୀବନର ଦୁଇ ଧାରରେ ସତ ଆଉ ମିଛ । କେ କାହାକୁ ଆସରା କରି ନିର୍ବାହିବ ଜୀବନର ତଟ । ଦୁଃଖ ସୁଖକୁ ସେ ନେଇ ଆପଣା ସଂସାରେ । କଟାଇବ କାଳ ପୁଣି ଆନନ୍ଦ ମନରେ ।
Loading comments…
Loading comments…