by Soubhagya Ranjan Nayak ✓ · 13 Jun 2021
ବୋହୁ ଆସିଲେ ପୁଅ ଯାଇ ରହେ ବାହାରେ ବାପା ମାଆ ରହିଯାଆନ୍ତି ଦୁଃଖ କଷ୍ଟର ଅନ୍ଧାରେ ! ଶେଷରେ ଝୁରି ଝୁରି ଦିନ କଟେ ମୃତ୍ୟୁ ପରେ ପୁଅ ଆସି ପ୍ରକଟେ !
Loading comments…
Loading comments…