by Gangotri Priyadarshini ✓ · 19 Nov 2020
ଆଜି କାଇଁ ସବୁ ନୂଆ ନୂଆ ଲାଗେ ପୁଣି ଥରେ ଭୁଲି ଯାଇଥିଲି ମୁଁ , ବ୍ୟସ୍ତ ଅଛି ବୋଲି ସାବ୍ୟସ୍ତ କରିବାକୁ ଯାଇ ନିଜ ପାଖେ ନିଜେ ନିତି ହାରୁଥିଲି ସବୁଠୁ ସୁଖୀ ବୋଲି ଭାବି ନିତି ଦୁଃଖୀ ହେଉଥିଲି
Loading comments…
Comments
Loading comments…