by Sabitri Mohapatra ✓ · 13 Aug 2020
ସମସ୍ତ ସଂପଦରେ ଭରପୁର ସେହି ପ୍ରାସାଦରେ ନଥିଲା କେବଳ ସ୍ୱାମୀର ସ୍ନେହ ବୋଳା କଥା ପଦକ । ନଥିଲା ପୁଣି ପ୍ରେମର ଝଲକ ପୁଣି ଦେଖି ନାହିଁ ଦିନେ ଅନ୍ତରଖୋଲା ହସ ଟିକକ ।
Loading comments…
Comments
Loading comments…