by Sreema Satapathy ✓ · 21 Aug 2019
ପୁଣି ସେ ମୋ ପାଇଁ ଥାଳି ସଜାନ୍ତି, ମୁଁ ମନ୍ତ୍ର ଶ୍ଳୋକ ଉଚ୍ଚାରଣ କରେ, ସେ ଗୋଟେ ହାତେ ଆଳତୀ, ଆର ହାତରେ ଘଣ୍ଟି ବଜାନ୍ତି। ଦିନର ଆରମ୍ଭ ହୋଇ ଯାଏ ଏମିତି ମୁଁ ତାଙ୍କ ପାଇଁ ବିରିୟାନି ବି ବନାଏ ସେ ମୋ ପାଇଁ ପଞ୍ଚାମୃତ ବନାନ୍ତି।
Loading comments…
Comments
Loading comments…