ସେହି ଲୁଣ୍ଠନକାରି
ପ୍ରଖ୍ୟାତ ଚୋରର
ମନରେ ଥିଲା ସବୁବେଳେ ଲୋଭ,
ଯେତେ ଧନ ରତନ
ଯେଉଁଠି ପାଇଲେ
ଭର୍ତ୍ତି କରନ୍ତି ସେ ଭଣ୍ଡାର ଗର୍ଭ l(1)
ଯେତେକ ଦେବlଦେବୀ
ମନ୍ଦିରଗୁଡିକ
ଥିଲା ତାଙ୍କ ଚୋର ପୁଲିସ ଖେଳ,
ତାଙ୍କୁ ଯଦି କିଏ
ବାଧା ଦେଲା ସିଏ
ତାହାର ପୁରି ଯାଉଥିଲା ଖେଳ l(2)
ପଶ୍ଚିମ ଭାରତରେ
ହଜାରେ ପଚିଶିରେ
ପଶିଲେ ସୋମନାଥ ମନ୍ଦିରରେ,
ସର୍ବସ୍ବ ଲୁଟିନେଲେ
ଯେତେ ଧନ ରତ୍ନ
ଆକ୍ରମଣ କାରି ନୃଶଂସ ଭାବରେ l(3)
Loading comments…