by Chinmaya Kumar Nayak ✓ · 7 Dec 2021
ଆଜିର କାହାଣୀ ଯେଉଁ ଗର୍ବ କରି ବସେ ତୁଛାଟାରେ ମିଛ ବାହାଦୁରୀ ନେଇ ମାନ୍ଧାତା ସେ ପୁରୁଣାର ଅସଜଡ଼ା ଅକ୍ଷରକୁ ହସରେ ଉଡ଼େଇ ଭୁଲିଯାଏ ସେ ଯେ ନିଜର ଅସ୍ତିତ୍ୱ ଆଜି ଅଙ୍କୁରିତ ହୋଇଥିଲା ଦିନେ କେଉଁ ଏକ ପୁରୁଣା କାହାଣୀର
Loading comments…
Comments
Loading comments…