by Anjana Naik,Anju..Deogarh ✓ · 13 Dec 2021
ମୁଁ ଯେବେ ଏକା ଥିଲି ମୋ ମୁଣ୍ଡ ଉପରେ ଆକାଶ ହିଁ ଥିଲା ମନ କଥା ବୁଝିବା ପାଇଁ କାହା ପାଖରେ ସୁନ୍ଦର ଭାବନା ନଥିଲା ଟିକେ ଖୁସି ଖୋଜିବା ପାଇଁ ସକାଳ କେବେ ସନ୍ଧ୍ୟା ହୋଇ ଯାଉଥିଲା ସାହାରାର ଅଭାବ ନାହିଁ
Loading comments…
Loading comments…