by Sudhir Kumar Panda ✓ · 19 Jun 2019
ଜୀବନର ଗତି ବିଚକ୍ଷଣ ଅତି ଘଡିକେ ଛୁଟାଏ ଘୋଡା, ଏକଲା ଚାଲିବା ଅଭ୍ୟାସ ନଥିଲେ ପାଇବ ଯେ ମୁହଁ ମୋଡା। ସମର୍ପି ଦେଇଛ ସମୟ ସୁଅରେ ଜୀବନ ପଥର ଯାତ୍ରୀ, ଚାଲରେ ଏକଲା ସାଥିଏଁ ମିଶିବେ ପାହିବ ଯେବେ ଏ ରାତ୍ରୀ।
Loading comments…
Comments
Loading comments…