by Bijay Prusty ✓ · 14 Jun 2021
ଦେଖିଲି ତୁମକୁ ନିରେଖି ନିରେଖି ନିକଟୁ ନିକଟ ହୋଇଲ ତୁମେ ମୋ ସାରା ସତ୍ତାରେ ବ୍ୟାପିଗଲ ସଖୀ ମୁଁ ହଜିଲି ତୁମ ମଧୁର ପ୍ରେମେ I ଆଖିରେ ଉଇଁଲା ଇନ୍ଦ୍ରଧନୁ ମୋର ରଙ୍ଗୀନ ଦିଶିଲା ମୋ ଚତୁର୍ଦ୍ଦିଗ ତୁମେ ପାଲଟିଲ ହୃଦୟ ଈଶ୍ୱରୀ ପ୍ରେମ ପୂଜା
Loading comments…
Comments
Loading comments…