by SARATA KUMAR DAS ✓ · 24 Aug 2019
କେତେ ବୈଜ୍ଞାନିକ ହୋଇଲେ ଜନ୍ମ ବୁଦ୍ଧି ବଳେ କଲେ ମାଟିକୁ ଧନ୍ୟ, ପଠାଣୀ ସାମନ୍ତ ଚନ୍ଦ୍ରଶେଖର ବାଉଁଶ ନଳୀରେ କଲେ ବିଚାର , ଏମିତିକା ଏ ରାଇଜ ମୋର ଯଶ କୀରତିରେ ଭରପୂର ମାଟି ରତ୍ନ ଭଣ୍ଡାର ।।
Loading comments…
Loading comments…