ଲେଖିବା ଟା ମୋର ନିଶା ଅଟେ ଭାଇ ପେଶା କେବେ କରିନାହିଁ ତଥାପି ମୋହର କିଛି କବିତାରେ କଟୁକଥା ଶୁଣୁ ଥାଇ କହିବା ଲୋକ ତ କିଛି କହିବେ କହିବା ତାଙ୍କର କାମ ସହିପାରନ୍ତିନି ନାହିଁ ରହିପାରନ୍ତିନି ଅହଙ୍କାରୀଆ ତା ମନ କାହାରି କଥାରେ ଭାଙ୍ଗିପଡିବିନି ଲେଖୁଥିବି ଦିନରାତି ଭଲପାଅ କି ନପାଅ ମୋର ଲେଖାକୁ ଲେଖିବା ମୋହର ନୀତି ନୁହେଁ ସାହିତ୍ୟିକ ନୁହେଁ ଗାଳ୍ପିକ ନୁହଇ ମୁଁ ବଡ଼ଲୋକ ଲେଖିଛି ଲେଖୁଛି ଆଗେ ଲେଖଥିବି ମୋ ଜୀବନ ଥିବାଯାକ
Loading comments…