by Er Subhransu Kumar Behera ✓ · 24 Sept 2021
ଏ ଯାଏଁ ପ୍ରତୀକ୍ଷା ଖାଲି ହେଲେ ନିଃସ୍ତବ୍ଦ ଏ ରାସ୍ତା , କାନ ଡେରି ସମୟର ଟିକ୍ ଟିକ୍ ଧ୍ଵନିର ଉହାଡେ , ଶୁଣିଲେ ଶୁଭୁଛି ଝାପସା ପାଉଁଜିର ସୁର ... ଏକଦମ ଶୁଭୁଅଛି ଝାପସା ... ।
Loading comments…
Loading comments…