by DILIP KUMAR SAHOO ✓ · 11 Aug 2021
ଭୋଟ ପାଇଁକି ନେତାମାନେ ଆସି ଧରନ୍ତି ଲୋକଙ୍କ ପାଦ ନିଇତି ଗାଁ ରେ ମଉଛୁକ ହୁଏ ଉଛୁଳେ ମାଉଁଶ ମଦ ଭୋଟ ସରିଲେ କାଶିଆ କପିଳା ହୁଅନ୍ତିନି କେବେ ଭେଟ ଗାଁବାଲା ଏଣେ ଚାହିଁ ବସିଥାନ୍ତି ନେତାଙ୍କ ଆସିବା ବାଟ
Loading comments…
Comments
Loading comments…