by Giridhari Dhal ✓ · 18 Jun 2019
ଆମ୍ବତୋଟା ଶୋଭା ଦିଶଇ ପାଇ କୋଳରେ ମିତ, ସୁରିଲା କଣ୍ଠ ରେ ଶୁଭଇ କୋକିଳ ର ସଙ୍ଗୀତ। ଡାଳରେ ଝୁଲଇ ମଳୟେ ବାଇଚଢ଼େଇ ବସା, ଆହାର ନିମନ୍ତେ ଗମନ୍ତି କୀଟ ପତଙ୍ଗ ଶଶା।
Loading comments…
Loading comments…