by jagabandhu sahu ✓ · 2 Jun 2021
ଅହିଂସାର ବାଡି ନାହିଁ ଗାନ୍ଧି ତୁମ ହିଂସା ବଢେ ଚାରିଆଡେ କୁଟନୀତିର ସେ ଚକ୍ରବ୍ଯୁହରେ ଯେ ନୀରିହ ପ୍ରଜାଟି ସଢେ ଗାଦି ଲୋଭେ ଆଜି ହିଂସା କାଣ୍ଡ କରି ରାତାରାତି ମୁଣ୍ତ ଗଡ଼େ ନ୍ଯାୟ ପାଇଁ ପ୍ରଜା ହନ୍ତସନ୍ତ ଏଠି
Loading comments…
Comments
Loading comments…