by Sunanda Mohanty ✓ · 1 Jan 2021
ଗାନ୍ଧିବାଦୀ ମଣିଷ ହୁଏତ ଦେଖୁନି ବୋଲି ତୁମକୁ ପ୍ରଭୁ ଏହି ନାମରେ ଡାକିବାକୁ ଖାଲି ମନ ସମୁଦ୍ରରେ ଜୁଆର ଭଟ୍ଟା ଉଠେ ଫୁଲି ତମେ ହସ ନିର୍ବିକାରେ ବଂଶୀ ଧରିଛ ବୋଲି
Loading comments…
Comments
Loading comments…