by KRUTIBAS NAYAK ✓ · 13 May 2021
ଆଚାର୍ଯ୍ୟ କହିଲେ-“ଆଉ ଗୋଟେ ଠେଙ୍ଗା ଯୋଗାଡ଼ କରିଛି ମୁହିଁ, ଏଇ ଠେଙ୍ଗା ଖଣ୍ଡେ ଆପଣଙ୍କ ପାଖେ ଥାଉ ସବୁଦିନ ପାଇଁ |” ଗାନ୍ଧିଜୀ ଫେରିଲେ ନିଜ ଆଶ୍ରମକୁ ବଡ଼ ଆନନ୍ଦିତ ମନେ, ସେହି ଆଶ୍ରମରେ ଆଚାର୍ଯ୍ୟଙ୍କ ଠେଙ୍ଗା ପୁଣି ହଜିଗଲା ଦିନେ |
Loading comments…
Loading comments…