by ଲିମନ ଦିଦି ✓ · 7 Oct 2021
ଜନ୍ତୁପତିଙ୍କର ପ୍ରଭାବ ବେଶି । ଜୀବଗୁଡାକ ହୁଅନ୍ତି ପେଶି ।। ଜାଗି ନାହିଁ ଆଉ ମାନବିକତା । ଜଳିଗଲାଣି ଧର୍ମ ସତ୍ୟତା ।।
Loading comments…
Loading comments…