by Ajit Kumar Raut ✓ · 13 Aug 2021
ଜାତି ଜାତି ରାବ୍ କାହିଁକି ହେଉଛି? ଶାସ୍ତ୍ରରେ ଜାତି ହିଁ ଦୁଇ, ଉନ୍ନତି ନିମନ୍ତେ ସଂରକ୍ଷଣ ଥିଲା କାହିଁକି ଚିନ୍ତିତ ଭାଇ? ।୪। ଦେଶ ଗୌରବେ କାହିଁକି ବିରୋଧ? ସେନା ପରାକ୍ରମେ ପୁଣି, କାହିଁକି ବିରୋଧ ଦେଶ ସୁରକ୍ଷାରେ?
Loading comments…
Comments
Loading comments…