by Parshuram Biswal ✓ · 19 Jul 2017
ହେ ଜଗନ୍ନାଥ ! ଜଙ୍ଗଲୀ ହନୁ ମୁଁ, ଶୁଣିମା ହେଉ ଗୁହାରି ତମରି ଭକତ ବୋଲି ଏ ଜଗତେ ପଡ଼ିଅଛି ସିନା ହୁରି କିମିତି ବଞ୍ଚିବି କୁହ ହେ ଠାକୁର ଜଙ୍ଗଲ ଯାଉଚି ସରି ।
Loading comments…
Loading comments…