by Prafulla Chandra Mishra ✓ · 20 Dec 2020
ପତ୍ର,ଫୁଲ,ଫଳ, ଚେର, ବଳ୍-କଳ ସବୁ ମୋ ଆୟୁର୍ବେଦୀୟ ଶାସ୍ତ୍ରେ ସନ୍ନିହିତ ହୋଇଛି ମୋହର ନକର ରେ ଅପଚୟ ଅସ୍ତ ବ୍ୟସ୍ତ ଆଜି ସମାଜରେ ବୃକ୍ଷ ମାନ ମୋ ଅଙ୍ଗ ଜାଳେଣି କର କେତେ ପୁଣି ଗୃହର ଉପକରଣ ବୈଠକଖାନାରେ ଖଟ ସୋଫା କରି କରୁଛ
Loading comments…
Loading comments…