by Madhabi Patel ✓ · 29 Dec 2020
ବିଞ୍ଚଣା ସାଜି ତୋହର ଡାଳ ସ୍ବେଦ ଶୁଖାଏ ଯେତେ। ବାୟୁ ମଣ୍ଡଳ ଶୁଦ୍ଧ ହୁଅଇ ପାଇତୋ ଅମ୍ଳଜାନ। ଶିବସାଜି ଅଙ୍ଗାର କାମ୍ଲ ବିଷକୁ କରୁ ପାନ। ବରଷା ଆସେ ତୋହର ଡାକେ ହୁଏ ଜନ କଲ୍ୟାଣ।
Loading comments…
Loading comments…