by Mamatamanjari Das ✓ · 2 Sept 2017
ମଣିଷ ଜୀବନର ଅନ୍ତୁଡିରୁ ଜୁଈ ସବୁ ଠାରେ ଗଛର ଆବଶ୍ୟକତା ଅଛି,ଆଉ ଗଛ ଠାରୁ ଅମ୍ଳଜାନ ,ଫୁଲ ,ଫଳ ଇତ୍ୟାଦି ମଧ୍ୟ ମିଳେ।କିନ୍ତୁ ମଣିଷ ତାର ଯତ୍ନ ନ ନେଇ କାଟିବାରେ ଲାଗିଛି ,ଆଉ ନିଜର ପିଲାକୁ ଯତ୍ନର ସହ ପାଳୁଛି ଯିଏ କି ଭବିଷ୍ୟତରେ ତାକୁ ନେଇ ବୃଦ୍ଧାଶ୍ରମରେ ଛାଡିବ । ଏମିତି କିଛି କବିତାରେ....
Loading comments…
Loading comments…