by Aishwarya Mishra ✓ · 19 Mar 2021
ଖରାବେଳେ ଛାୟା ମୁଁ ଯେ ଦେବି ଶୀତଳ ପବନେ ମନ ମୋହିବି ମାଟିକୁ ଜାବୁଡ଼ି ଧରି ରଖି ମୁଁ ତ ମୃତ୍ତିକା କ୍ଷୟକୁ ରୋକି ଦିଏ ଗଛଟିଏ ମୁଁ ଗଛଟିଏ ମୁଁ ପରା ତୁମର ମିତଟିଏ,
Loading comments…
Loading comments…