by Sangita Mishra Satapathy ✓ · 10 Apr 2021
ଭକତି ଅନ୍ତରେ ଢାଳି ହାତେ ଧରି ଅର୍ଘଥାଳି କରୁଅଛୁ ପାଦେ ଅଳି ଘେନ ମାଆ ପୁଷ୍ପାଞ୍ଜଳି। ଆସ ମାଆଶାରଦା ଆସ ମାଆ ବରଦା ଆସ ଆସ ଜ୍ଞାନଦାତ୍ରୀ ଆସ ମାଆ ସିଦ୍ଧିଦାତ୍ରୀ।
Loading comments…
Loading comments…