by Amit Bal ✓ · 25 Nov 2020
ଜାଣିଛି ଘନଅନ୍ଧାକାରେ ଦିନେ ଭରିଯିବ ଏ ଜୀବନ ନିଆଁରେ ପୋଡ଼ି ଯାଇଥିବ ସଂପର୍କ ଆଉ ବନ୍ଧନ , ଅବିଶ୍ୱସ୍ତ ବାରୁଦ ଗଦାରେ ଲୁଚାଇଛି ଦିଆସିଲି କେମିତି ଦୂରେଇ ଦେଇ ହେବ ଅଗ୍ନିର ଆଲିଙ୍ଗନ ,
Loading comments…
Comments
Loading comments…