by Jambeswar Dalai ✓ · 20 Jul 2021
ଦଇତାପତି ଆଣେ ଝୁଲେଇ ଘଣ୍ଟଘଣ୍ଟା ତାଳେ କମ୍ପେ ମହୀ । ଚାରମାଳ ରଥେ ବନ୍ଧା ହୋଇବ ରଥେ ଡାହୁକ ଡାକ ଛାଡିବ । ନନ୍ଦିଘୋଷରେ ଜଗତନାଥ ଦେଖି ଭକତ ଟେକୁଛି ହାତ । ତାଳଧ୍ବଜରେ ବାବା ବଳିଆ ଦେବଦଳନେ ସୁଭଦ୍ରା ମାଆ । ଲକ୍ଷେ ରାଜାର ମଉଡମଣୀ
Loading comments…
Loading comments…