by Dhaneswar Dash ✓ · 28 May 2021
ତୁରନ୍ତ କାମର ବରାଦ ଦିଅଇ ଅପାରଗ ପଛେ ଥାଅ ତୁମ ଦେହ ମୁଣ୍ଡ କଥା କେ' ପଚାରେ (କହେ) ଭଲ ଅଛି ତୁମ ଦେହ । ଏ ଦୁଃଖ ଯନ୍ତ୍ରଣା କରିଲେ ବର୍ଣ୍ଣନା ରାଗେ ତମତମ ହୁଏ ଗୋଡ ପିଠି ପଛେ ବିନ୍ଧି ଫାଟିଯାଉ ଆଉ ହାତ ସେ ନ ଦିଏ ।
Loading comments…
Loading comments…