by Amita Dash ✓ · 25 May 2021
କି ସୁନ୍ଦର ତୋ ବଉଳ ପାଟ ଆମ ଦୁହିଁଙ୍କ କାନ୍ଧରେ ଝୁଲେ ଗଇଁଠାଳ ମୋ ମୁଣ୍ଡରେ ପଗଡ଼ି ବେକରେ କର୍ପୂର ମାଳ କହିଲୁ ଦେଖି ତୁ ସୁନ୍ଦରୀ ନା ମୁଁ ସୁନ୍ଦର
Loading comments…
Comments
Loading comments…