by Kalandi pal ✓ · 24 Apr 2021
ଘଟ ଗାଁ ବାସିନୀ, ସଙ୍କଟ ହାରିଣୀ. ତ୍ରି ପୁର ମୋହିନୀ, ଜଗତ ଜନନୀ. ତୁ ଶିବ ଘରଣୀ, ପାପ ବିନାଶିନୀ. ଦୁଷ୍ଟ ସଂହାରିଣୀ, ମଙ୍ଗଳ କାରିଣୀ. ସାହା ହେବୁ ମାଆ ସାରା ଜଗତକୁ. ଦେଇ ତୋ ପରଶ ମଣି. ତୁହି ମା ଶାଳୁଅ ରାଣୀ. l1l
Loading comments…
Loading comments…