by T.Durga Prasad Rao ✓ · 1 Jun 2019
ଜନ୍ମଠାରୁ ମୃତ୍ୟୁ ଯାଏଁ ଯାବତୀୟ କ୍ରିୟାରେ ମାନବ ଆଜି ଅର୍ଥର କ୍ରୀତଦାସ ସାଜି ପଣ୍ୟଦ୍ରବ୍ୟ ଭଳି ବିକ୍ରି ହୋଇଯାଉଛି ନିଜେ ନିଜ ପାଖରେ ନିଜର ଦୁର୍ମୂଲ୍ୟ ମାନବିକତା ଆଜି ଅର୍ଥର ଶାଣିତ ଖଡ୍ଗ ଆଗରେ ଶତଖଣ୍ଡ ଆତ୍ମାବିହୀନ ଶରୀରର ବୋଝ ବୋହି ଅପାରଗ ଜୀବନ
Loading comments…
Comments
Loading comments…