by Shashanka sekhar Ray ✓ · 19 Dec 2019
କେହି କେବେ ପଚାରନ୍ତିନି ପରିଚୟ ତୁମ ବରଗଛ ଛାଇରେ ଥକା ମେଣ୍ଟାଇ ଚାଲିଯାନ୍ତି ଏକ ମୁହାଁ ହୋଇ ଯିଏ ଯାହା ବାଟରେ ତୁମେ କିନ୍ତୁରହିଯାଅ ସେମିତି ।।
Loading comments…
Loading comments…