by BHABAGRAHI TRIPATHY ✓ · 18 Sept 2021
ଏକତା ମୈତ୍ରୀର ମହୋତ୍ସବ ପୁଣି ଭାଇ ଚାରାର ପରବ ଗ୍ରାମରୁ ସହର ସଭିଏଁ ପାଳନ୍ତି ଭୂଲି ଜାତି ଭେଦ ଭାବ ନୂଆ ନୂଆ ଧାନ ନୂଆ ନୂଆ ଜାମା କ୍ଷୀରି ପିଠା ଭୋଗ କରି ନବାନ୍ନ ବାଢିକି ଇଷ୍ଟଙ୍କର ଠାରେ ଵଡଙ୍କୁ ଜୁହାର କରି
Loading comments…
Comments
Loading comments…