by Kalandi pal ✓ · 3 Feb 2022
ଆମ୍ବେଦକର ତ କରିଲେ ଗୃହୀତ ସମ୍ବିଧାନ ମୁଖବନ୍ଧ ଚାଲେ ଗଣତନ୍ତ୍ର ଶାସନେ ଭାରତ ଫୁଟେ ମନରେ ଆନନ୍ଦ !! ଆମ ସରକାର ଆମ ହାତେ ଗଢ଼ା ଶାସନ କଳ ଆମର ଗୌରବରେ ଛାତି ଫୁଲି ଉଠେ ଆଜି ପାଇ ସ୍ୱାଧୀନ ଦେଶର !!
Loading comments…
Comments
Loading comments…