by Ashok Moharana ✓ · 24 Sept 2020
ଗୋମୟରେ ଘର ଲିପଇ ଯିଏ ଆତ୍ମା ଶୁଦ୍ଧ ହୋଇ ନିରୋଗୀ ରହେ।। ଗୋ ମୂତ୍ରକୁ ଯିଏ କରେ ସେବନ ବହୁ ଦୁରାରୋଗ ମାଡେନା ପାଖ।। ଦୁଗ୍ଧ ଦାନ କରି ହୁଏ ସେ ଖୁସି ଦହି ଛେନା ଘିଅ ଥାଏ ସେଇଠି।। ଯେଉଁମାନେ ନିତ୍ୟ ସେବା କରନ୍ତି ତାଙ୍କ ଆଶୀର୍ବାଦ ଫଳ
Loading comments…
Loading comments…