by Trupti Paikaray ✓ · 7 Aug 2017
ସତ କୁହ ତୁମେ କିଏ, ଗୋ ରକ୍ଷକ ନା ତୁମେ ଗୋ ରାକ୍ଷସ? ଗୋ ରକ୍ଷକ ନାଁରେ କାହିଁ ତୁମେ ସାଜ ଗୋ ରାକ୍ଷସ, ନା ମୁଁ ହିନ୍ଦୁ କହୁଛି, ନା ମୁସଲମାନ, ନା ଶିଖ କହୁଛି, ନା ଈସାଈ, ମୋ ଭିତରେ ଥିବା ସେଇ ମଣିଷତ୍ୱ ଆଜି ପ୍ରଶ୍ନ କରୁଛି I
Loading comments…
Loading comments…